IndiaReply Logo Indiareply
Sign In Sign Up
  • Home
  • Popular
  • Explore
  • All
    • Loading...

Tell us about your community

i/communityname

Your community description

Info
Install our Android app to unlock all features.
i/Odisha
Chat About

Community Information

i/odisha

All latest news and highlights exclusive to Odisha.

  • navya

    •

    5 months

    ବରଗଡ଼ର ଭାଇ ଓ ଭଉଣୀମାନେ ଧନୁଯାତ୍ରାକୁ ନେଇ କିଛି ପୋଷ୍ଟ ଆସୁ!

    ଆଜିଠୁ ୭୭ତମ ଧନୁଯାତ୍ରା ଆରମ୍ଭ ହେଉଛି ୧୩ ତାରିଖ ଯାଏଁ ହେଲେ ଆମ ସବରେଡିଟରେ ଗୋଟିଏ ବି ପୋଷ୍ଟ ନାହିଁ ସେ ବାବଦରେ। ଓଡ଼ିଶାର ସବୁ ପରମ୍ପରା ଓ ଯାନିଯାତ୍ରାକୁ ନେଇ ପୋଷ୍ଟ ହଉ। ମୁଁ ବି ମୋ ଆଡ଼ୁ କିଛି ପୋଷ୍ଟ କରିବାକୁ ଚେଷ୍ଟା କରିବି ହେଲେ ବରଗଡର ଲୋକଙ୍କ ଦ୍ଵାରା ଆଗ ପୋଷ୍ଟ ଆସୁ। ଅପେକ୍ଷାରେ ରହିଲି। ଜୟ କଂସ ମହାରାଜ। ଜୟ ଶ୍ରୀକୃଷ୍ଣ। ଜୟ ଜଗନ୍ନାଥ।
    11

© 2025 Indiareply.com. All rights reserved.

All Groups
    • Loading...
RECENT POSTS
Clear
    Loading...
New notification
Message icon
a few seconds ago

Sign in to our platform

Lost Password?
Not registered? Create account