-
•
ଐତିହ ସରଂଚନା ରେ ଅନନ୍ୟ ଉତ୍କଳ
ପ୍ରାଚୀନ ଓଡିଶା ର ସାଂସ୍କୃତିକ ତଥା ସାମାଜିକ ପୃଷ୍ଠଭୂମିର ବିବିଧତା ଏହାର ଐତିହାସିକ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥାନ, ପାରମ୍ପାରିକ କଳା, ମୂର୍ତ୍ତି, ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ପ୍ରତିଫଳିତ ହୋଇଆସିଛି। ଏହି ସବୁ ଅନନ୍ୟ ବିଭବ ସମ୍ମିଳିତ ଭାବରେ ଓଡ଼ିଶାକୁ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ମୂଳଦୁଆ ପ୍ରଦାନ କରିଛି | ପ୍ରାଚୀନ କାଳରୁ ଓଡ଼ିଶା ବହୁ ସଂଖ୍ୟାରେ ପଣ୍ଡିତ, କଳାକାର ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି।ଉତ୍କୃଷ୍ଟ କଳାର ରାଜ୍ୟ ଭାବେ ଓଡ଼ିଶା ଏକଦା ଉତ୍କଳ ନାମରେ ନାମିତ ଥିଲା। ଓଡ଼ିଶାର ପ୍ରମୁଖ ଐତିହ ମାନଙ୍କୁ ଯେତେବଳେ ଅାମେ ମନେପକାଉ , ସେତେବେଳେ ସର୍ବାଗ୍ରେ ପୁରୀ ଜଗନ୍ନାଥ ଓ କୋଣାର୍କର ସୁର୍ଯ୍ୟ ମନ୍ଦିର ପ୍ରସଂଗ ପ୍ରତେ କ ଓଡ଼ିଆ ର ମନକୁ ଆସେ।ଆସନ୍ତୁ ଏହି କ୍ରମରେ ବହୁ ପରାକ୍ରମୀ ଓ କଳା ପ୍ରେମୀ ଲାଙ୍ଗୁଳା ନରସିଂହ ଦେବଙ୍କ ବ୍ୟକ୍ତିତ୍ୱର ଏକ ବିଶେଷ ଦିଗ ଉପରେ ଆଲୋକପାତ କରିବା।https://lunarsecstacy.com/2021/04/12/mahaprabhu-jagannath-sculpted-in-the-sun-temple-wall-at-konark/8
© 2026 Indiareply.com. All rights reserved.
madhu