-
ପଶ୍ଚିମବଙ୍ଗରୁ ଅବୈଧ ଭାବରେ ଧାନ ଓଡ଼ିଶାକୁ ଚାଲାଣ ବିକ୍ରି କେନ୍ଦ୍ରରୁ ଅର୍ଥ ହଡ଼ପ ପାଇଁ l
ନିକଟରେ ପଶ୍ଚିମବଙ୍ଗରୁ ଏକ ଟ୍ରକ ଧାନ ନେଇ ସମ୍ବଲପୁର ବିକ୍ରିକେନ୍ଦ୍ର ଆସି ପହଞ୍ଚିଥିଲା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ ଲାଗିବାରୁ ସେ ସରକାରୀ ଅଧିକାରୀଙ୍କୁ ଖବର ଦେବାରୁ ଟ୍ରକ ଡ୍ରାଇଭର ସମେତ ଅନେକ ଲୋକ ସେଠାରୁ ଫେରାର ଧାନ ବୋଝେଇ ଗାଡି ଛାଡ଼ି l ଆଶା ଓଡ଼ିଶା ସରକାରଙ୍କ ରାଜ୍ୟବାସୀଙ୍କୁ ୩୧୦୦ ଟଙ୍କା ଉତ୍ପାଦନର ଖର୍ଚ୍ଚ ପାଇଁ ନିୟମ ରାଜ୍ୟବାସୀ ଆନନ୍ଦରେ ଉଠାନ୍ତୁ ବିନା କୌଣସି ଦ୍ବିଧାରେ l ବାହାର ଅନୁପ୍ରବେଶ କାରୀ, କୁଚକ୍ରି ଗୋଷ୍ଠୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ l ନନ୍ଦିଘୋଷ ଟିଭିରୁ ନିକଟରେ ପ୍ରସାରିତ2
© 2026 Indiareply.com. All rights reserved.
karan.batman