-
•
ଏ ଭଳି ଅଘଟଣ ପାଇଁ ଦାୟୀ କିଏ ?
ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ବହୁତ୍ ବିଶୃଙ୍ଖଳା ବଢ଼ିଗଲାଣି। ଯଦିଓ ଏଇ ଅଘଟଣ ଦୈବୀ ଦୁର୍ଘଟଣା, ତଥାପି ତା ପରର ଦୃଶ୍ୟରେ ବହୁତ୍ ସେବାୟତ ଉନ୍ମତ୍ତ ଭଳି ହେଉଛନ୍ତି। ବହୁତ୍ ଦୁଃଖ ଲାଗୁଛି ଯେତେବେଳେ ଆମର ବହୁତ୍ ଦେବଦେବୀ ପୀଠ ରେ ଏମିତି ବିଶୃଙ୍ଖଳା ହେଉଛି।5
© 2026 Indiareply.com. All rights reserved.
aditi