IndiaReply Logo Indiareply
Sign In Sign Up
  • Home
  • Popular
  • Explore
  • All
    • Loading...

Tell us about your community

i/communityname

Your community description

Info
Install our Android app to unlock all features.
i/Odisha
Chat About

Community Information

i/odisha

All latest news and highlights exclusive to Odisha.

  • sainsamridh_01

    •

    5 months

    ଏମିତି ଓଡ଼ିଆ ରେ ଟିକେ !

    ଗତ କାଲି ରୁଚି ତରକାରୀ ମସଲା କିଣୁଥିଲି କିନ୍ତୁ ଆମେ ସମସ୍ତେ କହୁ curry powder ଯେହେତୁ ତା ନାଁ ଟା ସେଇୟା କିନ୍ତୁ ଦେଖିଲି ଯେ ହିନ୍ଦୀରେ ତ ଠିକ୍ ଭାବରେ ଲେଖିଛନ୍ତି ସେମାନେ!? କଁ ଆମ ଓଡ଼ିଆ ଲୋକ କେହି ସେଠି ନାହାଁନ୍ତି କି ସେମାନଙ୍କୁ ପଚାରି ନାହାଁନ୍ତି କି ଆରେ ତମର ଲେଖିବା? ବୁଝୁଛି କି ଛପା ହେଇକି ଆଗରୁ ଥିବ , କଳ କାରଖାନାରେ ସେମିତି ହୁଏ କି, ଗୋଟିଏ ଥର ତିଆରି କରିକି ଛାପି ଚାଲନ୍ତି ସେମାନେ, ତଥାପି କେବେ ତ ଭାବିବା କଥା ! ମୁଁ ବି ଆଗରୁ କେବେ ଭାବି ନାହିଁ। ଏବେ ଆମକୁ ଯୋଉ ଲାଗୁଚି କି ଆମେ ବୋଧେ ଶୀଘ୍ର ବୁଢ଼ା ହେଇଗଲେଣି, ଆଉ ଜାତୀୟ ସ୍ତରରେ ବୋହୁତ ନିଜର ଦେଶ ବେଶ ଭାଷା ଇତ୍ୟାଦିର ଚର୍ଚ୍ଚା ଶୁଣି , ହୁଏତ ସେଥିପାଇଁ ଏଇଟା ଦୃଷ୍ଟିକୁ ଆସିଲା କେବେ ଟିକେ ବଦଳାଇବା କଥା , ଓଡ଼ିଆରେ ବଡ଼ ହେଇ ଯାଉଛି ଯଦି ଲେଖା , ଟିକେ ଛୋଟ କରିଦିଅ ଅକ୍ଷର ଆକାର! କିନ୍ତୁ ଓଡିଆରେ ସେଇ ଇଂରାଜୀକୁ ହିଁ ଲେଖିଦେବ , କେମିତି ହେବ ବା? ମୁଁ କହୁନି ଆମେ ଏ କଥାକୁ ନେଇ ହିଂସ୍ର ହେବା , କିନ୍ତୁ ଟିକେ email ତ କରି ପାରିବା ବୋଧେ।
    12

© 2025 Indiareply.com. All rights reserved.

All Groups
    • Loading...
RECENT POSTS
Clear
    Loading...
New notification
Message icon
a few seconds ago

Sign in to our platform

Lost Password?
Not registered? Create account