i/Odisha
  • ଭାଇ ଭଉଣୀ ମାନେ, ଠକ କଲ ରୁ ମୁକ୍ତି ପାଇବା ର ଉପାୟ।

    ଏବେ ଜଣେ ମହିଳା ଫୋନ୍ କରିଥିଲେ casa consultancy services ରୁ। ଚାକିରି ବିଷୟ ରେ ପ୍ରଶ୍ନ କରୁଥିଲେ ହିନ୍ଦି ରେ। ମୁଁ କହିଲି " ନାଇ ବୁଝିବାର କlଣl ଯେ କହୁଛନ୍" ସେ କହିଲେ " ହିନ୍ଦି ମେ ବୋଲିୟେ" ମୁଇଁ କହିଲି " ନାଇଁ ବୁଝିପାରିବ।ର୍, ଓଡ଼ିଆ ରେ କହୁନ୍" ସେ ଫୋନ୍ କାଟିଦେଲା। ସ୍କାମ୍ କଲ ରୁ ମୁକ୍ତି।
    13

© 2025 Indiareply.com. All rights reserved.