i/Odisha
  • ଆରମ୍ଭ କରିବାର ଏକ ଉପାୟ!

    https://www.reddit.com/r/Odisha/s/N98vS0d4bH ଆମକୁ ଓଡ଼ିଆ ଲେଖିବାକୁ ହେବ। ଟିକେ ଟିକେ ତ ଲେଖି ପାରିବା ଆମେ ! ବର୍ତ୍ତମାନ ମୁଁ ଦେଖାଉଛି ଆପଣମାନଙ୍କୁ ଏହାର ଗୋଟେ ବାଟ! ଆପଣ swipe texting ବି କରିପାରିବେ ଯେମିତିକି ମୋର ନାମ ଜଗବନ୍ଧୁ । ବୁଝିଲେ ବନ୍ଧୁ ଗଣ।
    13

© 2025 Indiareply.com. All rights reserved.